ଜାଣନ୍ତୁ ଦଶହରାର ବିଶେଷତ୍ୱ!

ଭୁବନେଶ୍ୱର ୨୨/୧୦/୨୦ ଯେତେବେଳେ ଆମେ ଦଶହରା ସମୟରେ ଦେବୀମାନଙ୍କୁ ଉପାସନା କରୁ, ଆମେ କ’ଣ ପାଇଁ ପ୍ରାର୍ଥନା କରିବା ଉଚିତ ଏବଂ ଆମେ ସେମାନଙ୍କୁ ନିଜ ଜୀବନରେ କିପରି ଚିହ୍ନି ପାରିବା ? ଭଗବାନ୍ ଆଜି ସ୍ନେହପୂର୍ଣ୍ଣ ଭାବରେ ଆମକୁ ମନେ ପକାଇଛନ୍ତି । ଦଶହରା ପର୍ବର ଉତ୍ସବ ହେଉଛି ଦଶଇନ୍ଦ୍ରିୟ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶୁଦ୍ଧ କରିବା ପାଇଁ (ପଞ୍ଚ କର୍ମେନ୍ଦ୍ରିୟ ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟ) । ଏହି ଦୁନିଆର ପ୍ରତ୍ୟେକ ମଣିଷକୁ ଏକ ପ୍ରକାର … Continue reading ଜାଣନ୍ତୁ ଦଶହରାର ବିଶେଷତ୍ୱ!